ଗେମ୍ ଖେଳିବାକୁ ବାପାଙ୍କୁ ମୋବାଇଲ ମାଗିଥିଲା ନଦେବାରୁ ଆତ୍ମହତ୍ୟା କଲା…

ବାଲେଶ୍ୱର: ଗେମ୍ ଖେଳିବା ଲାଗି ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ । ବାପା ମୋବାଇଲ ନଦେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗାଁରୁ ଆସିଛି ଏଭଳି ଚିତ୍ର । ପରିବାର ଲୋକେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ୧୫ ବର୍ଷର ଏହି ନାବାଳକ ଜଣ ଆଜି ସକାଳେ ମୋବାଇଲ ମାଗିଥିବା ବେଳେ ଅପରାହ୍ନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × 1 =