ବଲାଙ୍ଗିର ଓକିଲ ଆନ୍ଦୋଳନ ୧୫କୁ ବୃଦ୍ଧି

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ବଲାଙ୍ଗିରରେ ଚାଲୁଥିବା ଓକିଲ ଆନେ୍ଦାଳନ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଆନେ୍ଦାଳନ ଆଜି ଶେଷ ହେବାରେ ଥିଲା କିନ୍ତୁ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ଆନେ୍ଦାଳନର ଅବଧି ଆଉ ୫ ଦିନ ପାଇଁ ବୃଦ୍ଧି କରାଯାଇଛି ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 4 =