ପାଠକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ଟାଟାରେ ନିଯୁକ୍ତି ଠକେଇ ମାମଲାରେ ବହିଷ୍କୃତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଗୋଳନ୍ଥରା ଥାନା ମାମଲାରେ ମିଳିଲା ଜାମିନ । ୨ ଲକ୍ଷ ଟଙ୍କା ଲେଖାଏଁ ସହ ଦୁଇ ଜଣ ଜାମିନଦାରଙ୍କ ଦ୍ୱାରା ସେ ଜାମିନରେ ଯାଇପାରିବେ । ଚାକିରୀ ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଏବେ ଜେଲରେ ଅଛନ୍ତି ପାଠକ । ତେବେ ପୂର୍ବରୁ ମଧ୍ୟ କିଛି ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × 2 =