ବୈଜୟନ୍ତଙ୍କ ନାରେ ଏତଲା

ଭୁବନେଶ୍ୱର()  ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ପ୍ରସଙ୍ଗରେ  ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ  କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।  ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ଦେଶଦ୍ରୋହ ମାମଲାରେ ବୈଜୟନ୍ତଙ୍କୁ ଗିରଫ କରାଯିବାକୁ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରଦୀପ ମାଝୀ ବୈଜୟନ୍ତଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବୈଜୟନ୍ତ ଓଡ଼ିଶାରୁ ସାଂସଦ ଓ ଶିଳ୍ପପତିଭାବେ ପରିଚିତ । ବୈଜୟନ୍ତ ତୁରନ୍ତ କ୍ଷମା କରନ୍ତୁ ।  ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ନିନ୍ଦନୀୟ ।  ଜଣେ ଓଡ଼ିଆ ସାଂସଦ ପ୍ରତିଦିନ ନ୍ୟାୟ ମାଗୁଛନ୍ତି । ଏନେଇ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =