ଗିରଫ ହେଲେ ଲୁଟେରା ବାବା

କଟକ() ପୁରୀଘାଟ ପୋଲିସ ଜଣେ ଲୁଟେରା ବାବାଙ୍କୁ ଗିରଫ କରିଛି । ଏହି ବାବା ଜଣକ ପୁରୀଘାଟ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ହଜାରୀ ଲେନରେ ଗତ କିଛି ଦିନ ହେଲା ଲୋକଙ୍କୁ ଫୁସୁଲେଇ ସେମାନଙ୍କ ଠାରୁ ସୁନା ଗହଣା ସବୁ ଲୁଟ କରି ନେଉଥିଲା । ସ୍ଥାନୀୟ ଲୋକ ମାନେ ଏହା ଜାଣିପାରିବା ପରେ ତାକୁ ପୁନର୍ବାର ଆଜି କଲୋନୀକୁ ଡକାଇବା ପରେ ତାକୁ ଧରି ପୋଲିସ ଜିମା ଦେଇଛନ୍ତି । ଏହି ବାବା ଜଣକ କେବଳ ପୁରୀଘାଟ ଅଂଚଳରେ ନୁହେଁ ଅନ୍ୟାନ୍ୟ ଅଂଚଳରେ କରିଥିବା ପୋଲିସ ଅନୁସନ୍ଧାନ କରିଛି ।

Share

Leave a Reply

Your email address will not be published. Required fields are marked *

ten − six =