୧୩ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର() ୧୩ରୁ ଆରମ୍ଭ ହେବ ଧାନସଭା ଶୀତକାଳୀନ ଅଧିବେଶନ ।ଅଧିବେଶନ ରେ ୩୦ଟି କାର୍ୟ୍ୟ ଦିବସ ରହିଛି। ୨୧ଟି ସରକାରୀ କାର୍ୟ୍ୟ ଦିବସ ଓ ୫ଟି ବେସରକାରୀ କାର୍ୟ୍ୟ ଦିବସ ରହିଛି ।ଡ଼ିସେମ୍ବର୧୯ତାରିଖ ଯାଏ ଚାଲିବ ଅଧିବେଶନ ।

ଏହି ଅଧିବେଶନ ବେଳେ ବିରୋଧୀ ବିଭିନ୍ନ ପ୍ରସଂଗ ଉଠାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷ କରି ଯାଜପୁରର ପିଇଓ ସ୍ମିତାରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ପ୍ରସଂଗ, ଫନୀ ସହାୟତା ରାଶି ଆବଣ୍ଟନରେ ଅନିୟମିତତା, କାଳିଆ ହିତାଧାକାରୀ, କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁଙ୍କ ଯୌନ କେଳେଙ୍କାରୀ ଆଦି ପ୍ରସଙ୍ଗ ବିଜେପି ଓ କଂଗ୍ରେସ ଉଠାଇବେ ବୋଲି ଆଗୁଆ କହିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 5 =