୨୯ ଯାଏଁ ବିଧାନସଭା ବଜେଟ ଅଧିବେଶନ ମୁଲତବି

ଭୁବନେଶ୍ୱର() ବିଧାନସଭା ବଜେଟ ଅଧିବେଶନ ମୁଲତବି ହୋଇଛି । କରୋନା ପାଇଁ ମାର୍ଚ୍ଚ ୨୯ ଯାଏଁ ମୁଲତବି ଘୋଷଣା ହୋଇଛି । ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । ଶାସନ ଦଳ ମୁଖ୍ୟ ସଚେତକ ଏହି ସ୍ଥଗିତ ପ୍ରସ୍ତାବ ଆଣିଥିଲେ । ସ୍ଥଗିତ ପ୍ରସ୍ତାବକୁ ବିଜେପି ବିରୋଧ କରିଥିବା ବେଳେ କଂଗ୍ରେସ ସମର୍ଥନ କରିଛି ।

Share

Leave a Reply

Your email address will not be published. Required fields are marked *

four + twelve =