୩ଟା ଯାଏ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ବର() ନୟାଗଡ଼ ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ଓ ବିଜେପି ଦଳର ସଭ୍ୟମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ଯାହାଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟ ହୋଇ ଗୃହର କାର୍ଯ୍ୟକ୍ରମକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 2 =