ଦିନକୁ ସାଢେ ୪ ଘଣ୍ଟା ବିଧାନସଭା

ଭୁବନେଶ୍ୱର() ବିଧାନସଭା ପାଇଁ ଶେଷ ହୋଇ ସର୍ବଦଳୀୟ ବୈଠକ । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ‘କୋଭିଡ ଗାଇଡଲାଇନ୍ ଅନୁସାରେ ବିଧାନସଭା ଚାଲିବ । ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା । କୋଭିଡ ପାଇଁ ତାରକା ପ୍ରଶ୍ନ ବନ୍ଦ ରହିବ । ଆବଶ୍ୟକୀୟ କାଗଜପତ୍ର ବିଧାୟକଙ୍କ ଘରକୁ ଡାକ ଯୋଗେ ପଠାଯିବ । ୨୦ରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସି ମାଧ୍ୟମରେ ରହିପାରିବେ ।’

Share

Leave a Reply

Your email address will not be published. Required fields are marked *

19 + 3 =