କୃଷି ସମସ୍ୟା ନେଇ ଗୃହରେ ମୁଲତବୀ ନୋଟିସ

ଭୁବନେଶ୍ୱର() କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ କରିଛନ୍ତି ବିରୋଧୀ । ଶୀର୍ଷକ ରହିଛି-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଉଦାସୀନତାରୁ ଚାଷୀ ଅସନ୍ତୋଷ । ଅନ୍ୟପଟେ ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ଆଜି ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

ten + seven =