ଏଣିକି ଗୃହକାର୍ଯ୍ୟ ଆଲୋଚନା ବେଳେ ଉପସ୍ଥିତ ରହିବେ ଅଫିସର

ଭୁବନେଶ୍ୱର()  ଏଣିକି ବିଧାନସଭାରେ ଉପସ୍ଥିତ ରହିବେ ଅଫିସର । ଏନେଇ ଆଜି ନିଦେ୍ର୍ଧଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଫିସରମାନେ ଗୃହ କାର୍ଯ୍ୟ ବେଳେ ତାଙ୍କ ବିଭାଗର ଆଲୋଚନା ବେଳେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଫିସରମାନେ ସେମାନଙ୍କ ଗ୍ୟାଲେରୀରେ ବସିବେ । ଆଉ ଆବଶ୍ୟକ ପଡିଲେ ଅଫିସରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ ମୁଖ୍ୟ ସଚିବ ।

Share

Leave a Reply

Your email address will not be published. Required fields are marked *

five × four =