ରାଉରକେଲାରେ କୋଭିଡ଼ ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା() ରାଉରକେଲାର ୨୫ ପ୍ରତିଶତ ଲୋକ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତ ମାସରେ ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି ।

ଅନ୍ୟପଟେ ଆଜି  ରାଉରକେଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେଠାରେ ପହଞ୍ଚି କୋଭିଡ଼ ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ସୁନ୍ଦରଗଡ଼ରେ କୋଭିଡ଼ ପରିଚାଳନାର ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − one =