ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର() କଲେଜରେ ଯେଉଁମାନଙ୍କ ଉପସ୍ଥାନ କମ ରହିଛି ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସକୁ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ଏକ୍ସଟ୍ରା କ୍ଲାସରେ ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବ ।ଦୁର୍ବଳ ଓ ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀ ମଧ୍ୟ କିଭଳି ପରୀକ୍ଷାରେ ଭଲ ଫଳା ଫଳ କରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

10 + nineteen =