ମହିଳାଙ୍କ ଅଭିଯୋଗ ଭିତ୍ତିହୀନ: ଅନୁଭବ

କଟକ ()   ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ଜଣେ ମହିଳା । ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ । ଏବଂ ସେ କହିଛନ୍ତି ଯେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଛନ୍ତି । ମୋ ଭାଇ ଅନୁପ୍ରାସ ସମ୍ପୃକ୍ତ ମହିଳାଙ୍କୁ ଜାଣି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ମହିଳା ।

Share

Leave a Reply

Your email address will not be published. Required fields are marked *

7 − two =