ସାମନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍ପେନ୍ସ । କିନ୍ତୁ ସେପଟେ ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ପୂର୍ବରୁ ଦୁଇଟି ଚିଠି ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହେଉଛି ଚର୍ଚ୍ଚା । ତେବେ ଏହି ଚିଠିରେ ଲେଖା ହୋଇଛି କି, ‘ହ୍ୱାଟ୍ ଏ ହୋପ୍ଲେସ୍ ଲାଇଫ୍ଟ୍ଟ ମୋ ଭଳିଆ ଗୋଟେ ହୋପ୍ଲେସ୍ ଲାଇଫ୍ରେ ବି ବଞ୍ଚିଛିଟ୍ଟ ଏଇ ଆଶାରେ ବଞ୍ଚିଛି ଯେ କେବେ ନା କେବେ ସୁଖ ଆସିବ ମୋ ଜୀବନରେଟ୍ଟ ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତୋତେ ହିଁ ଭୋଗିବା ପାଇଁ ପଡ଼ିବଟ୍ଟ ସେଥିପାଇଁ କମ୍ପେ୍ଲନ୍ କରିବା ବନ୍ଦ କରିଦେଟ୍ଟ ରିଏକ୍ସନ ଦେବା ବନ୍ଦ କରିଦେଟ୍ଟ ବିକଜ୍ ଯେତେ ଯାହା କଲେ ବି ସବୁ ତ ଭାଗ୍ୟଟ୍ଟ ଷ୍ଟୁପିଡ ଡେସିସନ୍ ପାଇଁଟ୍ଟ ଯୋଉଗୁଡ଼ା ତୁ ନେଇଥିଲୁଟ୍ଟ ଜୀବନକୁ ନେଇ ଅନୁତାପ ଆସୁଛିଟ୍ଟ ଏତେ କ’ଣ ପାପ କରିଥିଲି, ମୋର ପୁରା ଫ୍ୟୁଚର୍ ଇନ୍ ଡାର୍କଟ୍ଟ ଏତେ ଖରାପ ଲାଗିଲାଣି ନିଜ ଉପରେଟ୍ଟ ଛି ଛି ୟାର୍ଟ୍ଟ କେମିତି ଲାଇଫ୍ ଗୋଟେ ମୋରଟ୍ଟ କେତେ ଡାଉନ୍ ଫିଲ୍ କରାଇ ସାରିଲାଣିଟ୍ଟ ଏଇ ଏତିକି ଦିନ ଭିତରେ ଲେଖା ହୋଇଛି।

Share

Leave a Reply

Your email address will not be published. Required fields are marked *

five + three =