ସ୍ଥିର ରହିଛି ଅମ୍ରିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ଅମ୍ରିତ । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥ୍‌ିର ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ ଚିକିତ୍ସା । ଏବେ ତାଙ୍କ ମାଂସପେଶୀରେ ସାମାନ୍ୟ ଶକ୍ତି ଅନୁଭବ କରୁଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଅମ୍ରିତଙ୍କ ଠାରେ ଏବେବି ସଂକ୍ରମଣ ରହିଛି । ବଡ଼ କଥା ହେଉଛି ଅମ୍ରିତ ଏବେ ସଚେତ ଅଛନ୍ତି ଏବଂ ସଂକେତ ଜରିଆରେ ଯୋଗାଯୋଗ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − twelve =