୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୯ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ଏହାସହ ପ୍ରବଳ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି ।

ଏହି ଜିଲ୍ଲା ଗୁଡିକ ହେଲା, ଅନୁଗୁଳ,ଢେଙ୍କାନାଳ,ମୟୁରଭଂଜ,କେନ୍ଦୁଝର, ବାଲେଶ୍ୱର,କଟକ,ଯାଜପୁର, ଖୋର୍ଦ୍ଧା ଓ ନୟାଗଡ । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

1 + 12 =