କମିଲା ମଦ ଦର

ଭୁବନେଶ୍ବର() ମଦୁଆଙ୍କ ପାଇଁ ଖୁସି ଖବର । ଆଜିଠାରୁ ରାଜ୍ୟରେ ମଦ ଦର ୩୫% କମିଛି ।ସ୍ୱତନ୍ତ୍ର କୋଭିଡ ଫିକୁ ୫୦%ରୁ ୧୫%କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

କରୋନା ସଙ୍କଟ ସମୟରେ ମଦ ପିଇଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ ଦୋକନରେ ବିକ୍ରି ହେଉଥିବା ମଦ ଉପରେ ଟ୍ୟାକ୍ସକୁ ନେଇ ବି ଭାଙ୍ଗିପଡିଥିଲେ ମଦୁଆ ।

Share

Leave a Reply

Your email address will not be published. Required fields are marked *

14 − four =