ବୈଦ୍ୟନାଥପୁର ଥାନା ମାମଲାରେ ଆକାଶ ପାଠକଙ୍କୁ ମିଳିଲା ଜାମିନ

କଟକ: ଟାଟା କମ୍ପାନୀରେ ଚାକିରୀ ଦେବା ଅଭିଯୋଗରେ ଫସିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ବୈଦ୍ୟନାଥପୁର ଥାନାରେ ହୋଇଥିବା ମାମଲାରେ ତାଙ୍କୁ ମିଳିଛି ଜାମିନ୍ । ତେବେ ସେ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲା ସୂଚନା ଦେଇଛନ୍ତିି । ପୂର୍ବରୁ ଏହି ଠକେଇ ମାମଲାରେ ଫସିଥିବା ତାଙ୍କ ବାପା ଅଭୟକାନ୍ତ ପାଠକ ଜିମନ ପାଇ ଘରକୁ ଆସିଛନ୍ତି । ମାତ୍ର ଆକାଶ ଏଯାବତ ଜେଲରେ ଅଛନ୍‌ତି । ଆଜି ତାଙ୍କୁ ଜାମିନ ମିଳିବା ପରେ ସେ ଶୀଘ୍ର ଜେଲରୁ ମୁକୁଳିବେ ।

Share

Leave a Reply

Your email address will not be published. Required fields are marked *

1 × 4 =