୩ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ

୯ଟି ବୁଥରେ ଜାରି ରହିଛି ସାନି ମତଦାନ । ୩ଟା ଯାଏଁ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ କୌଣସି କାରଣରୁ ତ୍ରୁଟି ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ସୁପାରିଶ କରିଥିଲେ । ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ମତଦାନ ।

Share

Leave a Reply

Your email address will not be published. Required fields are marked *

fourteen − eleven =