ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।୩ ତାରିଖରେ ଫୋନି ଆସିବା ପରେ ଭୁବନେଶ୍ୱରରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ଯୁଦ୍ଧକାଳୀନ ଭିତିରେ କାମ କରାଯାଇ ମହାନଗର ଅଂଚଳର ପ୍ରାୟ ଅଧିକାଂଶ ଅଂଳକୁ ବିଦ୍ୟୁତ ଯୋଗାଇଦିଆଯାଇସାରିଲାଣି । କିନ୍ତୁ ଏ ଯାଏଁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବାଣୀବିହାରକୁ ବିଜୁଳି ଆସିନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × 5 =