ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ଭୁବନେଶ୍ୱର() ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିିଆରା ନୀତି କରାଯାଇଥାଏ।

ଗତ କାଲି ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା। ରଥରେ ମହଣ ମହଣ ସୁନାରେ ସଯେଇ ହୋଇ ମହାପ୍ରଭୁ ଦର୍ଶନ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

eighteen − 16 =