ଏସିଏଫ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ ପରେ ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟଙ୍କ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ଆଜି କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ କରିଛି । ମୃତ୍ୟୁ ହୋଇଥିବା ସ୍ଥାନ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ଘର ଭିତରେ ଘଟିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯିବା ପରେ ପ୍ରକୃତ ସତ୍ୟ ଜଣା ପଡିବ । ତେବେ ଘର ଭିତରେ ପୋଡାଦାଗ ରହିଥିବା ମଧ୍ୟ କୁହାଯାଇଛି । କ୍ୱାଟର ପଛପଟ କବାଟ ପୋଡ଼ିଯାଇଛି । ମଶାରୀରେ ମଧ୍ୟ ନିଆଁ ଲାଗି ପୋଡ଼ିଯାଇଛି । ତେବେ ଘଟଣା ଘର ଭିତରେ ଘଟିଥିବାରୁ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × five =