ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

ଛତିଶଗଡ଼() ଛତିଶଗଡ଼ ଛେରିଖେଡ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବଦ୍ ଓ ଟ୍ରକ୍ ମୁହାଁମୁହିଁ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କ ଆଶୁଆରୋଗ୍ୟ  କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଳେଖଯୋଗ୍ୟ ଯେ ଛତିଶଗଡ଼ ଛେରିଖେଡ଼ିରେ ଆଜି ଏକ ବସ୍ ଓ ଟ୍ରକ ମୁହାଁମୁହାଁ ହୋଇଥିଲା । ଏହି ମର୍ମନ୍ତୁଦ ସଡ଼ର୍କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ଶ୍ରମିକ ନେଇ ଗୁଜୁରାଟକୁ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।

Share

Leave a Reply

Your email address will not be published. Required fields are marked *

2 × four =