ଅଭିଜିତଙ୍କ ବିରୋଧରେ ଆଇପିସିର ଦଫା ୨୯୪ ଅର୍ଥାତ ଅଶାଳୀନ ଆଚରଣ, ୨୯୫-ଏ ଅର୍ଥାତ୍ ଧାର୍ମିକ ଭାବନାକୁ ଆଘାତ ଦେବା, ଦଫା ୫୦୦-ସମ୍ମାନ ହାନୀ କରିବା, ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଏବଂ ଆଇଟି ଆକ୍ଟ ଦଫା ୬୭ରେ ମାମଲା ରୁଜୁ କରାଯାଇଛି । ଏସବୁ ଅଭିଯୋଗ ଆୟରଙ୍କୁ ୪ ବର୍ଷ ଯାଏଁ ଦଣ୍ଡ ବିଧାନ ହୋଇପାରେ ।