ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁର ହେବ ଉଚ୍ଚସ୍ତରୀୟ ତଦନ୍ତ

ଭୁବନେଶ୍ୱର() ବ୍ରହ୍ମପୁରର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାରେ ହେବ ଉଚ୍ଚସ୍ତରୀୟ ତଦନ୍ତ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଲେ ଡିଜିପି ଅଭୟ । ଆଇଜି ରେଖା ଲୋହାନୀଙ୍କୁ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । କେଉଁ ସ୍ଥିତିରେ ଆତ୍ମାହୁତି କରିଥିଲେ ମୀନାକ୍ଷୀ ମିଶ୍ର ସେ ନେଇ ତଦନ୍ତ ହେବ ।

ସୂଚନା ଅନୁସାରେ, ଗତ ୨୦ ତାଣିଖରେ ଚିକିତ୍ସାଧୀନ ଅବସ୍ଥାରେ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା । ପୁଅର ଗିରଫଦାରୀକୁ ବିରୋଧ କରି ଆତ୍ମାହୁତି ଉଦ୍ୟମ କରିଥିଲେ ମୀନାକ୍ଷୀ । ସେ ବ୍ରହ୍ମପୁର ଏସପି ଅଫିସ ଆଗରେ ନିଜ ଦେହରେ କିରାସିନି ଢାଳି ନିଆଁ ଲକାଇଥିଲେ । ତାଙ୍କ ଶରୀରର ୯୫% ପୋଡିହୋଇଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × 1 =