ଭୁବନେଶ୍ୱରରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୬ ଜଣ ଡେଙ୍ଗ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ଅନ୍ୟ କେଉଁଠି ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନାର କାୟା କମି ନଥିବା ବେଳେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ିଯାଇଛି । ତେବେ ଆହୁରି ରୋଗୀ ବାହାରି ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ସମସ୍ତେ ସତର୍କ ରହିବା ଲାଗି ନିବେଦନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − five =