ରାଜ୍ୟରେ ଆଜି ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କୁମଛି କରୋନା ସଂକ୍ରମଣ । ମୃତ୍ୟୁହାର ମଧ୍ୟ ଦିନକୁ ଦିନ ତଳମୁହାଁ ହେଉଛି । ତେବେ ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି। ଦୈନିକ କରୋନା ଜନିତ ମୃତ୍ୟୁ ୧୦ରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନୁଗୁଳ,କଟକ,ଜଗତସିଂହପୁରରୁ ଜଣେ ଲେଖାଏଁ, କେନ୍ଦ୍ରାପଡା,ମୟୁଭରଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୮,୦୮୪ରେ ପହଞ୍ଚିଛି।


Share

Leave a Reply

Your email address will not be published. Required fields are marked *

3 + four =