SCB ମେଡିକାଲରେ ୫-ଟି ସଚିବ

କଟକ : କଟକ ବଡ ମେଡିକାଲରେ 5T ସଚିବ। ଆଜି ଭୋର ୫ଟାରେ  SCB ମେଡିକାଲରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ତାଙ୍କ ସହ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ସଚିବ ମଧ୍ୟ ସାମିଲ ଥିଲେ।

ମେଡିକାଲରେ ପହଞ୍ଚିବା ପରେ ଭିତ୍ତିଭୂମିର ତଦାରଖ କରିବା ସହ ଅଧ୍ୟକ୍ଷ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। SCBକୁ ୱାର୍ଲଡ୍‌ କ୍ଲାସ ହସ୍ପିଟାଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

 

Share

Leave a Reply

Your email address will not be published. Required fields are marked *

four + nineteen =