ଗଂଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର() ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଗଂଜାମ ସମେତ ତିନି ଜିଲ୍ଲା ଗସ୍ତରେ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ | ଗଂଜାମ କିଲ୍ଲାରେ ଶେରଗଡ଼, ହିଞ୍ଜିଳି, କବିସୁର୍ଯ୍ୟନଗର, ଆସ୍କା, ପୋଲସରା ଓ ବ୍ରହ୍ମପୁରରେ କୋଭିଡ ସ୍ଥିତି ସମୀକ୍ଷା କରିବା ସହ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବେ | ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ | ଏହାପରେ ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତ କରି ସେଠାକାର କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ବୁଲି ଦେଖିବା ସହ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଉପରେ ସମୀକ୍ଷା କାର୍ଯ୍ୟକ୍ରମ ରହିଛି |

Share

Leave a Reply

Your email address will not be published. Required fields are marked *

twenty + 10 =