କଳାହାଣ୍ଡିରେ ୫ଟି ସଚିବଙ୍କ ସମୀକ୍ଷା

କଳାହାଣ୍ଡି ()କଳାହାଣ୍ଡି ଭାବନୀପାଟଣା ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ସେ ପହଞ୍ଚି କରୋନା ସମୀକ୍ଷା କରିଛନ୍ତି । ଏହାସହ ସେଠାରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । କଳାହାଣ୍ଡିରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସେଠାରେ ସୁସ୍ଥ ମଧ୍ୟ ହୋଇଥିଲେ ।
ସୂଚନା ଅନୁସାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି । ଏନେଇ ସରକାର ବହୁ ପଦକ୍ଷେପ ନେବା ସହ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । 

Share

Leave a Reply

Your email address will not be published. Required fields are marked *

16 + 2 =