କଳାହାଣ୍ଡିରେ  ୪୫ ଡେଙ୍ଗୁରୋଗୀ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁରେ  ବର୍ତ୍ତମାନ ପର୍ଯ୍ୟନ୍ତ ୪୫  ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତ୍ତି ହୋଇଥିବା ବେଳେ ବାକି ଲଡୁଗାଁ ହସ୍ପିଟାଲ ଓ ନିଜ ଘରେ ଚିକିତ୍ସିତ ହେଉଛନ୍ତି । ରବିବାର ପୁଣି ୪୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଥିଲା । ସ୍ବାସ୍ଥ୍ୟ ବିଭାଗ ତରଫରୁ ଲଡୁଗାଁରେ କ୍ୟାମ୍ପ ଜାରୀ କରା ଯାଇଛି ।

Share

Leave a Reply

Your email address will not be published. Required fields are marked *

15 + seventeen =