ରାଜ୍ୟରେ ଖୋଲିବ ଆଉ ୪ଟି ଫ୍ୟାମିଲି କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ଖୋଲିବ ଆଉ ୪ଟି ଫ୍ୟାମିଲି କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ବୃଦ୍ଧି ପାଉଥିବା ହିଂସା ଓ ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତରକୁ ନଜରରେ ରଖି ରାଜ୍ୟ ସରକାର ଆଉ ୪ଟି ଫ୍ୟାମିଲି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁଗୋଳ, ରାୟଗଡା, ଜଗତସିଂପୁର ଓ ବୌଦ୍ଧରେ ଏହି ଫ୍ୟାମିଲି କୋର୍ଟ ଖୋଲାଯିବ। ଏହାକୁ ଚଳିତ ଆର୍ଥିକ ବର୍ଷରୁ କାର୍ୟ୍ୟକ୍ଷମ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

two × two =