ବଜ୍ରପାତରେ ୩ ମୃତ

ଜଳେଶ୍ୱର: ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୩ ମହିଳାଙ୍କ ମୃତ୍ୟୁ ଘଟିଛି । ବସ୍ତା ଥାନା ମଥାନୀରେ ବିଲରେ କାମ କରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଶାସନ ଗାଁରେ ବଜ୍ରପାତ ଯୋଗୁଁ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଜଳେଶ୍ୱର ସୁଗୋରେ ବିଲରେ କାମ କରୁଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ବସ୍ତାରେ ୩ ଓ ଜଲେଶ୍ୱରରେ ୨ ଗୁରୁତର ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 4 =