କାର  ଦୁର୍ଘଣାରେ ତିନି ମୃତ  

କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ଏକ ମମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି । ଏକ୍ କାର୍ ସ୍କୁଟିକୁ ଧକ୍କା ଦେବା ଯୋଗୁଁ ତିନି ଜଣଙ୍କର ଘଟଣାସ୍ଥଳରେ  ମୃତ୍ୟୁ ଘଟିଛି।ସ୍କୁଟିକୁ ଧକ୍କା ଦେବା ପରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ରେ ୫ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଆହତ ହୋଇଛନ୍ତି।ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ା

Share

Leave a Reply

Your email address will not be published. Required fields are marked *

13 + 14 =