+୩ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ବର()   ୨୦୧୯-୨୦ ଶିକ୍ଷାବର୍ଷରେ +୩ ନାମଲେଖା ପାଇଁ ବିଜ୍ଞପ୍ତି ଜାରି । ଆସନ୍ତା ୨୪ତାରିଖରୁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି । ଜୁନ ୨୪ ତାରିଖ ସକାଳ ୧୧ଟାରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ରହିବ ଜୁଲାଇ ୮ତାରିଖ ରାତି ୧୧ଟା। ଜୁଲାଇ ୧୮ ତାରିଖ ସକାଳ ୧୧ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ।

ମେରିଟ ଲିଷ୍ଟ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀ ୧୮ ଜୁଲାଇରୁ ୨୧ ଜୁଲାଇ ସନ୍ଧ୍ୟା ୫ଟା ପଯ୍ୟର୍ନ୍ତ ଅନଲାଇନରେ ଆଡମିଶନ ଫି ଦାଖଲ କରିବେ। ତେବେ ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳା

Share

Leave a Reply

Your email address will not be published. Required fields are marked *

6 + one =