ହୋଲି ପରେ ଶ୍ରୀମନ୍ଦିରରେ ହଟିପାରେ ରବିବାର ଦର୍ଶନ କଟକଣା

ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ କଟକଣା । ଆସନ୍ତା ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତି ହୋଇପାରେ । କୋରୋନା ପାଇଁ ମହାପ୍ରଭଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଛି ।

ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ଧିରେ ଧିରେ କଟକଣାକୁ ହଟାଯାଇଥିଲା । କିନ୍ତୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ରବିବାର ଦିନ ଦର୍ଶନ ଉପରେ କଟକଣା ରହିଥିଲା । ଏବେ ହୋଲି ପରେ ଏହି କଟକଣା ହଟିପାରେ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

eleven − three =