ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ରୋକ ଲଗାଇବା ଠିକ ନୁହେଁ କହିଲେ ବରିଷ୍ଠ ବିଧାୟକ ସୁର ରାଉତରାୟ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ । ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ରୋକ ଲଗାଇ ଚାଲିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଦୁର୍ନୀତିକୁ ଚପାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ପଦକ୍ଷେପ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଦୁର୍ନୀତି ଚାପିବା ପାଇଁ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଛି । ପ୍ରଥମେ ଏସସିବି ମେଡିକାଲ, ପରେ ସଚିବାଳୟ, ବିଧାନସଭାକୁ ମନା କଲେ । ଆଉ ଏବେ ସ୍କୁଲ କୁ ମନା କରୁଛନ୍ତି , ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ ।

Share

Leave a Reply

Your email address will not be published. Required fields are marked *

fourteen + one =