ସୁନ୍ଦରୀ ପାଇଁ ନାକେଦମ୍ ୪ଟିମ

ଭୁବନେଶ୍ୱର—ସୁନ୍ଦରୀକୁ ଧରି ଜଙ୍ଗଲରେ ଛାଡିବା ପାଇଁ ସାତକୋଶିଆରେ ଚାରୋଟି ବିଶେଷଂଗ୍ୟ ଟିମ ଆଜି ସାତକୋଶିଆ ଠାରେ ପହଂଚିଛନ୍ତି । ବର୍ତମାନ ସେମାନେ ସୁନ୍ଦରୀର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଗତ କିଛି ଦିନ ହେଲା ବାଘୁଣୀ ସୁନ୍ଦରୀ ଜଙ୍ଗଲ ଛାଡି ଜନ ବସତିଆଡକୁ ଆସି କୋକୁଆ ଭୟ ସୃଷ୍ଟି କରିଥିଲା ସୁନ୍ଦରୀକୁ ଧରିବା ପାଇଁ ଏହି ଟିମ ଆଜି ବେଶ୍ ନାକେଦମ ହୋଇଛନ୍ତି । ଆଜି ରାତିରେ ସୁନ୍ଦରୀକୁ ଜନ୍ତାରେ ଧରି ପୁନର୍ବାର ସାତକୋଶିଆ ଜଙ୍ଗଲରେ ଛାଡିବାର ଯୋଜନା ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − two =