ରାଜ୍ୟରେ ପୁଣି ଉପରମୁହାଁ କରୋନା ସଙ୍କ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଙ୍କ୍ରମଣ । ଦିନକରେ ୧୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲୋକାଲରୁ ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନରୁ ୯୫ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯, ୬୦୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୬୨୯ ରହିଥିବାବେଳେ ସୁସ୍ଥ ହେଲେଣି ୧୨,୭୯, ୭୯୪ ଆକ୍ରାନ୍ତ ।

Share

Leave a Reply

Your email address will not be published. Required fields are marked *

2 × one =