ରାଜଧାନୀରେ ପୁଣି ବୁଲିଲା ଖଣ୍ଡା,ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ

ଓଲ୍ଡଟାଉନ ଅଞ୍ଚଳ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି । ଘଟଣାରେ ପୋଲିସ ମାଡ଼ ଖାଇ ନୀରବ ରହିଛି

Share

Leave a Reply

Your email address will not be published. Required fields are marked *

seventeen − 14 =