ରତ୍ନଭଣ୍ଡାର ଚାବି ହାଯିବା ଘଟଣାର ତଦନ୍ତ କରିବେ ଜଷ୍ଟିସ ରଘୁବିର ଦାସ

ଭୁବନେଶ୍ୱର () ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଯିବା ଘଟଣାର ତଦନ୍ତ କମିଶନ ଭାବେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବିର ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କମିଶନ ତିନି ମାସ ମଧ୍ୟରେ ତଦନ୍ତ ଶେଷ କରିବେ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ନିରାବତାକୁ ନେଇ ପ୍ରଶ୍ନ ଉଠୁଛି ।

Share

Leave a Reply

Your email address will not be published. Required fields are marked *

eighteen − ten =