ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ

ମୁଖ୍ୟମନ୍ତ୍ରୀଙ୍କ ଆଗମନ ନେଇ କମିଶନରେଟ ପୋଲିସ ର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ ୩୦ ପ୍ଲାଟୁନ ଫୋର୍ସ । ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସମ୍ଭାବନା । ବ୍ୟାପକ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ । ବିଭିନ୍ନ ସ୍ଥାନରେ ୩ ଟି ଅତିରିକ୍ତ ଟ୍ରାଫିକ ପାର୍କିଂ ବ୍ୟବସ୍ଥା କରାଯିବ । ଆବଶ୍ୟକସ୍ଥଳେ ଟ୍ରାଫିକ ଡାଇଭର୍ସନ ଓ ବ୍ୟାରିକେଡ ବ୍ୟବସ୍ଥା ହେବ । ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସ ର ପରାମର୍ଶ । ଧାର୍ଯ୍ୟ ବିମାନର ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଂଚିବାକୁ ପରାମର୍ଶ ।

Share

Leave a Reply

Your email address will not be published. Required fields are marked *

3 × 1 =