ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ

ଘରକୁ ଫେରିଲେ ବାବୁସାନ୍‌। ଜଗନ୍ନାଥବିହାର ସ୍ଥିତ ନିଜ ଘରେ ପହଞ୍ଚିଲେ ବାବୁସାନ। ଚେନ୍ନାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହ଼ଞ୍ଚିଥିଲେ। ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧାସଳଖ ଘରକୁ ଆସିଲେ ବାବୁସାନ୍‌।

ଆଜି ବାବୁସାନ୍‌ଙ୍କ ବୟାନ ରେକର୍ଡ କରିବ ଖାରବେଳନଗର ଥାନା ପୋଲିସ। ଯେତେବେେଳେ ଯାହା କହିବା କଥା କହିବି ବୋଲି କହିଛନ୍ତି ବାବୁସାନ୍‌।

Share

Leave a Reply

Your email address will not be published. Required fields are marked *

one × two =