ବେଆଇନ ହେଲିକେପଟର ଉଡାଣରେ ବୈଜୟନ୍ତଙ୍କୁ ନୋଟିସ

ଭୁବନେଶ୍ୱର—ଚିଲିକା ଉପରେ ହେଲିକେପଟର ଉଡାଇଥିବା ଅଭିଯୋଗରେ ପୁର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଦିଲ୍ଲୀ ସ୍ଥିତ ଡିଜିସିଏ ଅଫିସରେ ହାଜର ହୋଇଛନ୍ତି । ଶ୍ରୀପଣ୍ଡାଙ୍କ ବିରୋଧରେ ଚିଲିକା ଉନ୍ନୟନ କର୍ତୁପକ୍ଷ ଚିଲିକା ଉପରେ ବେଆଇନ ହେଲିକେପଟର ଉଡାଣ କରିଥିବା ଅଭିଯୋଗ ହେଲା ପରେ ଡିଜିସିଏ ପକ୍ଷରୁ ବୈଜୟନ୍ତଙ୍କୁ ନୋଟିସ ହେଇଥିଲା ।

Share

Leave a Reply

Your email address will not be published. Required fields are marked *

three × one =