ବୁଡ଼ି ଗଲେ ଦୁଇ ନାବାଳକ

ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାଇପୁର ଗାଁରେ ।ସେମାନେ ହେଲେ ସ୍ୱାଗତ ମଲ୍ଲିକ ଓ ସମରଜିତ୍ ମଲ୍ଲିକ ମିଳିଥିବା ସୂଚନା ଅନୁଯାୟୀ, ଏକ ବାଛୁରୀ ସହିତ ଖେଳୁଥିବା ବେଳେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ।
ସେମାନଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Share

Leave a Reply

Your email address will not be published. Required fields are marked *

nine + 14 =