ବିଜେବି କଲେଜରେ ପିଟାପିଟି ହେଲେ ୨ ହଷ୍ଟେଳର ଛାତ୍ର

ଭୁବନେଶ୍ୱର: ରାଜଧାନୀସ୍ଥିତ ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପିଟାପିଟି । ଖାରବେଳ ଓ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳ ଯୋଗୁଁ ଖାରବେଳ ହଷ୍ଟେଲର ବ୍ୟାପକ ଭଙ୍ଗାରୁଜା ହୋଇଛି । ଅଧିକ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବିଜେବି କଲେଜରେ ବ୍ୟାପକ ପୋଲିସ ଛାଉଣି କରାଯାଇଛି । ତେବେ ଏହି ଗଣ୍ଡଗୋଳରେ ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 12 =