ବାଲୁକା ଶିଳ୍ପୀଙ୍କୁ ମିଳିଲା ଲଳିତ କଳା ଏକାଡେମୀ

ଭୁବନେଶ୍ୱର –ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କୁ ରାଜ୍ୟ ସରକାର ପୁରସ୍କୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଦର୍ଶନଙ୍କୁ ରାଜ୍ୟ ଲଳିତକଳା ଏକାଡେମୀର ସଭାପତିଭାବେ ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁର୍ବରୁ ଏହାର ସଭାପତି ଥିବା ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ ହେବାପରେ ସେ ଇସ୍ତଫା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × two =