ବାପୁଜୀ ନଗର ସ୍ମାର୍ଟ ସିଟି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାପୁଜୀ ନଗର ସ୍ମାର୍ଟ ସିଟି ପ୍ରକଳ୍ପ ବୁଲି ଦେଖିଛନ୍ତି । ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ମାର୍ଟ ସିଟି ମୁଖ୍ୟ କିଷାନ କୁମାର ବି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅଗ୍ରଗତିରରେ ସନ୍ତୋଷ ପ୍ରକାଶ କରିବା ସହ ରାଜଧାନୀର ରୂପରେଖରେ ପରିବର୍ତନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 18 =