ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍

ହୀରାକୁଦର ଖୋଲାଥିବା ୨୮ଟି ଗେଟ୍‌ରୁ ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି। ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମରୁ ୧୬ଟି ଏବଂ ଡାହାଣରୁ ୮ଟି ଗେଟ୍‌ ଖୋଲା ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୨.୨୭ ଫୁଟ୍‌।

Share

Leave a Reply

Your email address will not be published. Required fields are marked *

thirteen + seven =